District Administration
content development of
G2C services

 

orissa map

ଇ-ଜିଲ୍ଲା, ଇଲେକଟ୍ରୋନିକ୍ସ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (DeitY), କମ୍ୟୁନିକେଶନ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (MCIT) ଦ୍ଵାରା ଆରମ୍ଭ କରାଯାଇଛି ଏବଂ ଭାରତ ସରକାର ଏହାକୁ ରାଜ୍ୟ ସ୍ତରୀୟ ମିଶନ ମୋଡ ପ୍ରକଳ୍ପ ରୂପେ ଚିହ୍ନଟ କରିଥିଲେ I ଏହି ପ୍ରକଳ୍ପ ର ଉଦ୍ଧେଶ୍ୟ, ଜିଲ୍ଲା ପ୍ରଶାସନ ର “ସରକାର ଠାରୁ ନାଗରିକ” ସେବା ତ୍ଵରାନ୍ୱିତ ନିମନ୍ତେ ସହାୟତା ତତସଙ୍ଗେ ସଙ୍ଗେ ଅତିଉତ୍ତମ କାର୍ଯ୍ୟ ସକାଶେ ତିନୋଟି ଅନ୍ତନିର୍ମାଣ ସ୍ତମ୍ବର ବ୍ୟାବହୃତ କରିବା ଯଥା ଷ୍ଟେଟ ୱାଇଡ ଏରିୟା ନେଟୱର୍କ (SWAN) ସଂଯୋଗ ନିମନ୍ତେ, ଷ୍ଟେଟ ଡାଟା ସେଣ୍ଟର (SDC) ସୁରକ୍ଷିତ ଓ ନିରବଛିନ୍ନ ତଥ୍ୟ ସଞ୍ଚୟ ଏବଂ ସାଧାରଣ ସେବା କେନ୍ଦ୍ର, ମାଧ୍ୟମରେ ନାଗରିକ ସେବା ନାଗରିକର ହାତପହାନ୍ତରେ ପହଞ୍ଚାଇବା I

ଇ-ଜିଲ୍ଲା ପୋର୍ଟାଲ ଅନ୍ତ୍ରଭୂକ୍ତ ନାଗରିକ ସେବା ଯୋଗାଉଥିବା ବିଭାଗ / ଶାଖା ର ଏକକୀକରଣ , ପଦ୍ଧତିର ପୁନପରିକଳ୍ପନା ଏବଂ ଜିଲ୍ଲା ପ୍ରଶାସନର ସ୍ଵୟମଚାଳିତ କାର୍ଯ୍ୟ ପ୍ରବାହ ଦ୍ଵାରା ନାଗରିକଙ୍କୁ ସମ୍ପୂର୍ଣ୍ଣ ଏବଂ ନିରବଛିନ ଦକ୍ଷ ସେବା ପ୍ରଦାନ କରିବା